Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ନିହତ

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ନିହତ

381
ADVERTISEMENT

କଳାହାଣ୍ଡି,୩୦/୬(ଡ଼ିଏଚବି): ରବିବାର ଦିନ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁରିଗୁମା ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କର ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ସ୍ତ୍ରୀ ବେଳଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ୱାମୀ ଅଗସ୍ତି ମାଝୀ କପୁରମାଳ ନିକଟରେ ଥିବା ଗୋଟାଏ ଗଛରେ ଚଢ଼ି ଯାଇଥିଲା। ଖବର ପାଇ ଜୟପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବେଳଙ୍କ ଶବ ଜବତ କରିଛି।




Advertisement