Monday, September 21, 2026
ADVERTISEMENT
Home ମୁଖ୍ୟ ଖବର ପଥରରେ ଛେଚି ଦୁଇ ମାନସିକ ବିକୃତ ବ୍ୟକ୍ତିଙ୍କୁ ହତ୍ୟା

ପଥରରେ ଛେଚି ଦୁଇ ମାନସିକ ବିକୃତ ବ୍ୟକ୍ତିଙ୍କୁ ହତ୍ୟା

372
ADVERTISEMENT

ଜଗତ୍‌ସିଂହପୁର ୩୦/୬(ଡ଼ିଏଚବି): ରବିବାର ସକାଳୁ ସ୍ଥାନୀୟ ନେହେରୁ ବଙ୍ଗଳା ଅଞ୍ଚଳରେ ଦୁଇ ଜଣ ମାନସିକ ବିକୃତ ବ୍ୟକ୍ତିଙ୍କ କ୍ଷତାକ୍ତ ଶବ ପଡ଼ିଥିବା ଲୋକେ ଦେଖିଛନ୍ତି। ପରିଚୟହୀନ ସେ ଦୁଇଜଣଙ୍କ ବୟସ ୪୦ ବର୍ଷ ମଧ୍ୟରେ ହୋଇପାରେ। ଗତ ରାତିରେ ଦୁହିଁଙ୍କୁ ପଥରରେ ଛେଚା ଯାଇ ହତ୍ୟା କରାଯାଇଛି। ଜଣଙ୍କ ଶବ ନେହରୁ ବଙ୍ଗଳା ମାର୍କେଟ୍‌ କମ୍ପ୍ଲେକ୍ସ ଠରେ ପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ଶବ ସାମୁଦ୍ରିକ ଥାନା ସମ୍ମୁଖରେ ପଡ଼ିଛି।

Advertisement