ଉଠା ଦୋକାନୀଙ୍କ ଯୋଗୁଁ ଟ୍ରାଫିକ୍ ସମସ୍ୟା ନେଇ ଜନ ଅସନ୍ତୋଷ

399
ADVERTISEMENT

କୋରାପୁଟ,୭/୨(ସୁକାନ୍ତ ପ୍ରଧାନ):କୋରାପୁଟ ଜୟପୁର ଟ୍ରାଫିକ ଛକ ଠାରୁ ରାଜା ନଗର ଯାଉଥିବା ମୁଖ୍ୟ ରାସ୍ତା ଅତ୍ୟନ୍ତ ଜନଗହଳି ହୋଇପଡୁଛି l କାରଣ ଏହାର ଦୁଇ କଡରେ ବାସୁଥିବା ଉଠା ଦୋକାନୀମାନଙ୍କ ପାଇଁ ଟ୍ରାଫିକ ଅସନ୍ତୁଳନ ହେବା ସଂଗେ ସଂଗେ ନାଳ ନର୍ଦମା ମଇଳାରେ ଭର୍ତ୍ତି ହୋଇଯାଉଛି l ପୌରପାଳିକା ଅଧ୍ୟକ୍ଷ ବାରମ୍ବାର ତାଗିଦ କରିବା ସତ୍ୱେ ଦୋକାନୀ ମାନେ ଶୁଣିବାକୁ ନା ରାଜ l ତେଣୁ ଏମାନଙ୍କ ପାଇଁ ବିହିତ ବ୍ୟବସ୍ଥା କରିବା ଦରକାର l

Advertisement