Thursday, November 5, 2026
ADVERTISEMENT
Home ଆଞ୍ଚଳିକ ସାଂସଦ ସ୍ବର୍ଗତ ଲଡୁ କିଶୋର ସ୍ବାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦିବସ ଅବସରରେ ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚିତ

ସାଂସଦ ସ୍ବର୍ଗତ ଲଡୁ କିଶୋର ସ୍ବାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦିବସ ଅବସରରେ ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚିତ

356
ADVERTISEMENT

ଆସ୍କା,୭/୨(କାଳୁଚରଣ ପାତ୍ର):ପୂର୍ବତନ ସାଂସଦ ସ୍ବର୍ଗତ ଲଡୁ କିଶୋର ସ୍ବାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦିବସ ପଥରା ବାସଭବନ ଠାରେ ପାଳନ କରାଯାଇଛି । ଏହି ଉତ୍ସବରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବା ସହିତ ମାନ୍ୟବର ପୂର୍ତ୍ତ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ରହି ପଥରା ଯାତ୍ରୀ ବିଶ୍ରାମ ଗାର ନିକଟରେ ଥିବା ସ୍ୱର୍ଗତ ଲଡୁକିଶୋର ସ୍ୱାଇଁଙ୍କ ପ୍ରତିମୂର୍ତ୍ତିଙ୍କୁ ଉନ୍ମୋଚିତ କରିଥିଲେ ଏବଂ ଏଥିରେ ବହୁ ବିଧାୟକ, ବିଧାୟୀକା, ମନ୍ତ୍ରୀ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା, ବହୁ ସରପଞ୍ଚ ଓ ସମିତି ସଭ୍ୟ ଓ ବହୁ ମାନ୍ଯ ଗଣ୍ୟ ବ୍ୟକ୍ତି ଓ ଅତିଥି ମାନେ ଯୋଗ ଦେଇଥିଲେ ।

Advertisement