Friday, November 6, 2026
ADVERTISEMENT
Home ଆଞ୍ଚଳିକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

301
ADVERTISEMENT

ବଲାଙ୍ଗୀର,୩/୨( ଦେବବ୍ରତ ଗୁରୁ): ସ୍ୱାଧୀନତା ସଂଗ୍ରାମୀ, ସ୍ଵର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ସ୍ମୃତିରେ ବଲାଙ୍ଗୀରର ଗାନ୍ଧୀ ଛକ ଠାରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ବଲାଙ୍ଗୀରର ବରିଷ୍ଠ ଅଧିବକ୍ତା ଶ୍ରୀଯୁକ୍ତ ଅମରେନ୍ଦ୍ର ମିଶ୍ରଙ୍କ ଦ୍ୱାରା ଉଦଘାଟିତ।

Advertisement