Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସପିଙ୍କୁ ସାକ୍ଷାତ

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସପିଙ୍କୁ ସାକ୍ଷାତ

1550
ADVERTISEMENT

ବ୍ରହ୍ମପୁର,୧୭/୧(ହିମାଂଶୁ ପାଢୀ/ଇ.ରଂଜନ):ଗତ ଶନିବାର ସଂନ୍ଧ୍ୟାରେ ଚକିଟି ବ୍ଲକ ମେରାଇନ ଥାନା ଅନ୍ତର୍ଗତ ସୋନପୁର ଗ୍ରାମର ଏକ ୧୪ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ମାମଲାରେ ପୋଲିସ ଟାଳଟୁଳ ନିତୀ ଅବଲମ୍ବନ କରୁଥିବା ଅଭିଯୋଗ କରି ସୋନପୁର ଗ୍ରାମର ଶତାଧିକ ମହିଳା,ପୁରୁଷ, ଗ୍ରାମର ଭଦ୍ରବ୍ୟକ୍ତିକଂ ସହ ପରିବାର ବର୍ଗ ବ୍ରହ୍ମପୁର ଏସପିଙ୍କୁ କାଯ୍ୟାଳୟରେ ସାକ୍ଷାତ କରି ଘଟଣାରେ ଜଡିତ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ସଂପୃକ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ। ସଂପୃକ୍ତ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ଅନ୍ୟ ୨ଜଣକଂ ବିରୋଧ ରେ ପ୍ରମାଣ ମିଳିଲେ ସେମାନଙ୍କୁ ବି ଗିରଫ କରାଯିବ ଏବଂ ପୀଡିତା ଜଣକୁ ଚିକିତ୍ସା ପରେ c.w.c.c ରେ ସୁରକ୍ଷା ବଳୟରେ ରଖାଯାଇ ଚିକିତ୍ସା କରାଯିବା ନେଇ ଏସପି ସୂଚନା ଦେଇଛନ୍ତି l

Advertisement