Tuesday, September 8, 2026
ADVERTISEMENT
Home Uncategorized ପ୍ରତିବାଦକାରୀଙ୍କୁ କହିଲେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ: ନରେନ୍ଦ୍ର ମୋଦୀଙ୍କୁ ଭୋଟ୍‌ ଦେଇଛ, କାମ କଥା ତାଙ୍କୁ କୁହ

ପ୍ରତିବାଦକାରୀଙ୍କୁ କହିଲେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ: ନରେନ୍ଦ୍ର ମୋଦୀଙ୍କୁ ଭୋଟ୍‌ ଦେଇଛ, କାମ କଥା ତାଙ୍କୁ କୁହ

338
ADVERTISEMENT

ବେଙ୍ଗାଲୁରୁ ୨୭/୬(ଡ଼ିଏଚବି): ବୁଧବାର ଦିନ ରାଇଚୁର ଜିଲ୍ଲାସ୍ଥିତ ୟେର୍‌ମାରୁସ୍‌ ଥର୍ମାଲ୍‌ ପାଓ୍ଵାର୍‌ ଷ୍ଟେସନ୍‌ର କର୍ମଚାରୀମାନେ ଉଚିତ ମଜୁରି ଏବଂ ଅନ୍ୟାନ୍ୟ କେତେକ ସମସ୍ୟା ଉଠାଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ବସ୍‌ ଅଟକାଇବାରୁ ସେ ରାଗିଯିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ବିଦ୍ରୂପ କଲେ।



ରାଗରେ ମୁଖ୍ୟମନ୍ତ୍ରୀ ଚିତ୍କାର କରି କର୍ମଚାରୀମାନଙ୍କୁ କହିଲେ କି, ସେମାନେ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍‌ ଦେଇଛନ୍ତି। କାର୍ଯ୍ୟ ହାସଲ ପାଇଁ ତାଙ୍କ ନିକଟକୁ ଯାଅ । ସେ ଆହୁରି ସେମାନଙ୍କୁ କହିଲେ କି, କାମ କରାଇବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୁହ

ଏହା ପରେ ମୁଖ୍ୟମନ୍ତ୍ରୀ ଗାଡ଼ି ସେ ସ୍ଥାନରୁ ଚାଲି ଯାଇଥିଲା। ପୂର୍ବରୁ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ‘ଲଜ୍ଜା’ ‘ଲଜ୍ଜା’ ବୋଲି ସ୍ଲୋଗାନ୍‌ ଦେଇଥିଲେ। ‘ଗ୍ରାମ ବାସ୍ତବ୍ୟ’ (ଗ୍ରାମ ରହଣି) ଯାତ୍ରାରେ ମୁଖ୍ୟମନ୍ତ୍ରୀ ରାଇଚୁର ଯାଇଥିଲେ।



Advertisement