Tuesday, September 22, 2026
ADVERTISEMENT
Home ମାଲକାନଗିରି ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି ବନ୍ଦ ଡାକରା

359
ADVERTISEMENT

ମାଲକାନଗିରି,୧୦।୧ଡି.ଏଚ/ସତ୍ୟ ନାରାୟଣ ମିଶ୍ର) : ଆଜି ମାଲକାନଗିରି ଜିଲ୍ଲା ବନ୍ଦ l ମନୀଷ ଅଗ୍ରୱାଲଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି l ବନ୍ଦ କରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଏହାଫଳରେ ମାଲକାନଗିରି ଜିଲ୍ଲାର ଜୟପୁର, ଚିତ୍ରକୋଣ୍ଡା, ବାଲିମେଳା, ଆଦି ସ୍ଥାନରେ ବସ ଚଳା ଚଳ ବାଧା ପ୍ରାପ୍ତ ହୋଇଛି l

Advertisement