Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ବିଧାୟକ ସରୋଜ ମେହର ଗିରଫ

ବିଧାୟକ ସରୋଜ ମେହର ଗିରଫ

470
ADVERTISEMENT

ବଲାଙ୍ଗିର, ୨୪/୬(ଡ଼ି ଏଚ ବି ):  ପାଟଣାଗଡ଼ ବିଧାୟକ ସରୋଜ ମେହେର ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ବଲାଙ୍ଗିର ପୁଲିସ୍ ଗିରଫ କରିଥିବା ସୂଚନା ।ପୁଲିସ୍‌ ନୂଆପଡ଼ାର ଏକ ହୋଟେଲରୁ  ସରୋଜ ମେହେରଙ୍କୁ ବଲାଙ୍ଗିର ଆଣିଥିଲେ। ପରେ ମନୋହରପୁର ପୁଲିସ୍‌ ବାରାକରେ ଏସ୍‌ପି ଏସ୍. ଶିବା ସୁବ୍ରମଣି ଜେରା କରିଥିଲେ। ଜେରା ପରେ ବିଧାୟକଙ୍କୁ ପାଟଣାଗଡ଼ ଥାନାକୁ ନିଆ ଯାଇଥିଲା। ପରେ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।

Advertisement