Tuesday, September 22, 2026
ADVERTISEMENT
Home ମୁଖ୍ୟ ଖବର ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ‘ବନ୍ୟା ବିପତ୍ତି ଆଟଲାସ’ ଉନ୍ମୋଚିତ

ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ‘ବନ୍ୟା ବିପତ୍ତି ଆଟଲାସ’ ଉନ୍ମୋଚିତ

349
ADVERTISEMENT

ଭୁବନେଶ୍ୱର, ୨୨/୬(ନରେନ୍ଦ୍ର ଜେନା): ଆଜି ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି | ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ଏବଂ ରାଜ୍ୟ ମୁଖ୍ୟ ସଚିବଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପଟେ ପ୍ରାକୃତିକ ବିପତ୍ତିର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ‘ବନ୍ୟା ବିପତ୍ତି ଆଟଲାସ’ ଉନ୍ମୋଚନ କରାଯାଇଛି। ଏହାଦ୍ୱାରା ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ମଧ୍ୟ ଦିଆଯାଇପାରିବ।

Advertisement