Wednesday, September 23, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ତାଳଚେର ବିଧ୍ୟାୟକଙ୍କ ଦ୍ୱରା ଭତ୍ତା ଓ ପଟ୍ଟା ବଣ୍ଟନ

ତାଳଚେର ବିଧ୍ୟାୟକଙ୍କ ଦ୍ୱରା ଭତ୍ତା ଓ ପଟ୍ଟା ବଣ୍ଟନ

467
ADVERTISEMENT

ତାଳଚେର,୫।୧୨:(ଡି.ଏଚ/ପ୍ରବୀଣ କୁମାର ଦାସ ): ମଧୁବାବୁ ପେନସନ ସ୍ୱତନ୍ତ୍ର ଉପକରଣ ନିର୍ମାଣ ଶ୍ରମିକ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ମେଳା ଆଜି ପୂର୍ବାହ୍ନରେ ପଞ୍ଚାୟତ ସମିତି କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହେବ ପାଇଁ କୌଣସି ଲାଞ୍ଚ ନଦେବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ମେଳାରେ ୨୨୩ ଜଣ ହିତାଧିକାରୀଙ୍କ ମଧୁବାଉ ପେନଶନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଥିଲା । ଭିନ୍ନକ୍ଷମ ମାନଙ୍କୁ 9ଗୋଟି 3ଚକିଆ ସାଇକେଲ ଏବଂ 8 ଗୋଟି ଅନ୍ଧବାଡ଼ି ପ୍ରଦାନ କରାଯାଇଥିଲା । ଏହି ମେଳାରେ ଉପଜିଲ୍ଲାପାଳ ପରେସ ଚନ୍ଦ୍ର ନାୟକ ,ପଞ୍ଚାୟତ ସମିତି ଅଧକ୍ଷ ବୃନ୍ଦାବନ ବେହେରା ଉପଧକ୍ଷ ସୁବର୍ଣା ସାହୁ ବିଡ଼ିଓ ନେତ୍ରାନନ୍ଦ ମଲ୍ଲିକ ଏ.ବିଡ଼ିଓ ରାହାସ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମାପନ କରିଥିଲେ ।) ମଧୁବାବୁ ପେନସନ ସ୍ୱତନ୍ତ୍ର ଉପକରଣ ନିର୍ମାଣ ଶ୍ରମିକ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ମେଳା ଆଜି ପୂର୍ବାହ୍ନରେ ପଞ୍ଚାୟତ ସମିତି କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହେବ ପାଇଁ କୌଣସି ଲାଞ୍ଚ ନଦେବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ମେଳାରେ ୨୨୩ ଜଣ ହିତାଧିକାରୀଙ୍କ ମଧୁବାଉ ପେନଶନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଥିଲା । ଭିନ୍ନକ୍ଷମ ମାନଙ୍କୁ 9ଗୋଟି 3ଚକିଆ ସାଇକେଲ ଏବଂ 8 ଗୋଟି ଅନ୍ଧବାଡ଼ି ପ୍ରଦାନ କରାଯାଇଥିଲା । ଏହି ମେଳାରେ ଉପଜିଲ୍ଲାପାଳ ପରେସ ଚନ୍ଦ୍ର ନାୟକ ,ପଞ୍ଚାୟତ ସମିତି ଅଧକ୍ଷ ବୃନ୍ଦାବନ ବେହେରା ଉପଧକ୍ଷ ସୁବର୍ଣା ସାହୁ ବିଡ଼ିଓ ନେତ୍ରାନନ୍ଦ ମଲ୍ଲିକ ଏ.ବିଡ଼ିଓ ରାହାସ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମାପନ କରିଥିଲେ ।

Advertisement