କୋଟଗଡ଼,୨୯/୧୧(ଡି.ଏଚ/ନଳିନୀ କାନ୍ତ ମିଶ୍ର) : ମାଲକାନଗିରିରୁ ଏକ ମୋଟର ସାଇକେଲ ରାଲି ବାହାରି ଜିବିକା ସୁରକ୍ଷା ମଞ୍ଚ ତରଫରୁ ମାଲକାନଗିରି କୋରାପୁଟ ରାୟଗଡା ଓ କନ୍ଧମାଳ ଜ଼ିଲ୍ଲାରେ ପଂହଁଚି ଏକ ଶାନ୍ତି ପୁର୍ଣ ଭାବରେ ସଚେତନl ସ୍ଲୋ ଗାନ କରି ମେଡିକାଲରେ ଡ଼କ୍ଟର ନଥିବା ଓ ସ୍କୁଲରେ ଷ୍ଟାଫ ନଥିବା କହି ବଜାରରେ ରାଲି କରିଥିଲେ ଓ ଭୁବନେଶ୍ୱରରେ ପହଂଚି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯିବ ବୋଲି ସଙ୍ଘର ସଭାପତି ଆମ ଦୁନିଆ ହାଲଚାଲ ନିୟୁଜ ରିପୋର୍ଟରଙ୍କୁ ଜଣାଇ ଥିଲେ l


















