ବ୍ରହ୍ମପୁର,୧୩/୧୧(ଡି.ଏଚ/ଈ.ରଞ୍ଜନ ) : କାର୍ତ୍ତିକ ମାସ ଶେଷକୁ ନାମ ସଂକୀର୍ତନ ଉଦଯାପିତ l ଜଗଦଳପୁର ଗ୍ରାମରେ ଚାଲିଥିବା 116 ପ୍ରହରୀ ନାମ ସଂକୀର୍ତନ ଶେଷ ପର୍ଯ୍ୟାୟରେ ଗ୍ରାମ ପରିକ୍ରମା ସହ ଉଦଯାପିତ ହଇଯାଇଛି l କାର୍ତ୍ତିକ ମାସରେ ଅନୁଷ୍ଠିତ ଏହି ନାମ ସଂକୀର୍ତନ ବେଶ ଧୁମ ଧାମରେ ଯାତ୍ରା ଭଳି ପାଳନ ହଇଆସୁଥିବା ଏହି ପ୍ରହରୀ ହରେ କୃଷ୍ଣ ହରେ ରାମ ପ୍ରକମ୍ପିତ ହଇଆସୁଥିବା ପ୍ରହରୀ ନାମ ଯାତ୍ରା ଆଜି ଶଙ୍ଖନାଦକୁ ଘଣ୍ଟସ୍ଥଳ ବାଜାବାଜଣା ସହ ଘୋଡା ନାଚକୁ ବାଘ ଷଣ୍ଡର ଖେଳ ଅତି ସୁନ୍ଦର ଭାବେ ନାଚକୁ ଦେଖି ଦର୍ଶକଙ୍କ ମନଆନନ୍ଦିତରେ ଗ୍ରାମର ବିଭିନ୍ନ ସାହି ପରିକ୍ରମା କରିବା ସହ ରାଧା କୃଷ୍ଣଙ୍କ ମନ୍ଦିରକୁ କଳଶ ଭଙ୍ଗାକାର୍ଯ୍ୟକ୍ରମ ସାରିବା ପରେ ବିସର୍ଜନ କରାଯିବା କାର୍ଯ୍ୟକ୍ରମ ଶୃଙ୍ଖଳା ନିମନ୍ତେ ନିମଖଣ୍ଡି ପୋଲିସ ଉପସ୍ଥିତରେ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି l ଏଥିରେ ଗ୍ରାମର ବୃଦ୍ଧିଯିବି ସହ ଯୁବପିଢ଼ି ଉପସ୍ଥିତ ଥିଲେ l ଏଥିରେ ପ୍ରମୁଖ ସହଯୋଗୀ ଭାବେ ଗ୍ରାମର ସରପଞ୍ଚ ହାଡୁବନ୍ଧୁବେହେରା,ସୁବାଷ ପ୍ରଧାନ, ବାବୁଲା ପାତ୍ର, ସୁଦର୍ଶନ ପାଢୀ, ଏସ.ରାଜାରାଓ ପାତ୍ର,ବିଜୟ କୁମାର, ବଞ୍ଚାବେହେରା,ବିଦ୍ୟାଧର ଡାକୁଆ, ରଘୁ ପାତ୍ର, କୃଷ୍ଣମୂର୍ତ୍ତି,ସୁବାଷ ପାତ୍ର ସମେତ ଶତାଧିକ ଲୋକଙ୍କ ସହଯୋଗରେ ସମ୍ପାଦନ ହଇଯାଇଛି l


















