Sunday, November 8, 2026
ADVERTISEMENT
Home ରାଜ୍ୟ ଓଡ଼ିଶା ଛାଡୁଚି ବାତ୍ୟା ‘ବୁଲବୁଲ’ : ଏବେ ପାରାଦୀପ ଠାରୁ ୧୨୫ କିମି ଦୂରରେ କେନ୍ଦ୍ରୀଭୂତ

ଓଡ଼ିଶା ଛାଡୁଚି ବାତ୍ୟା ‘ବୁଲବୁଲ’ : ଏବେ ପାରାଦୀପ ଠାରୁ ୧୨୫ କିମି ଦୂରରେ କେନ୍ଦ୍ରୀଭୂତ

269
ADVERTISEMENT

ଭୁବନେଶ୍ୱର,୯।୧୧(ଡି.ଏଚ) : ଓଡ଼ିଶା ଝାଡୁଛି ବାତ୍ୟା ‘ବୁଲବୁଲ’। ଏବେ ପାରାଦୀପଠାରୁ ୧୨୫କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗଠାରୁ ୧୧୦ ଦୂରରେ ଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶା ଉପକୂଳ ଛାଡିବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାତି ୧୦ଟା ଭିତରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ‘ବୁଲବୁଲ’ ଉପକୂଳ ଛୁଇଁବ। ଫଳରେ ସନ୍ଧ୍ୟା ସୁଦ୍ଧା ପବନ ଓ ରାତି ସୁଦ୍ଧା ବର୍ଷା କମିଯିବ ଏବଂ ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ।

Advertisement