୪ ନକଲି ସାମ୍ବାଦିକ ଗିରଫ

353
ADVERTISEMENT

ଭୁବନେଶ୍ୱର, ୧୯/୬(ଦୁନିଆ ହାଲଚାଲ ): ବ୍ଲାକମେଲିଂ ଏବଂ ବଟି ଆଦାୟବେଳେ ଜଣେ ଓଡ଼ିଆ ସମେତ ୪ ନକଲି ସାମ୍ବାଦିକଙ୍କୁ ବରଗଡ଼ ପୁଲିସ୍‌ ଗିରଫ କରିଛି। ଗିରଫ ନକଲି ସାମ୍ବାଦିକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହିର ତପନ କୁମାର ସାହୁ, ଉତ୍ତରପ୍ରଦେଶ ନୋଏଡାର ଅନୁଜ ଅଗ୍ରଓ୍ୱାଲ, ବୁଲନ୍ଦସହରର ବିଶାଲ ଗାମ୍ଭୀର ଏବଂ ଦିଲ୍ଲୀଗେଟ୍ ଗାଜିଆବାଦର ଇମ୍ରାନ୍‌ ଖାନ।ସେମାନଙ୍କଠାରୁ ବିଭିନ୍ନ ଘରୋଇ ଚ୍ୟାନେଲର ବୁମ୍ ସହ କ୍ୟାମେରା, ପରିଚୟପତ୍ର, ମୋବାଇଲ ଫୋନ, ଆଇ ପ୍ୟାଡ୍ ଏବଂ ୧୯ହଜାର ୬୮୦ ଟଙ୍କା ଜବତ ହୋଇଛି।

Advertisement