ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

137
ADVERTISEMENT

ଭୁବନେଶ୍ୱର, ୧୮/୬(ଗୁମରଫ ବ୍ୟୁରୋ): ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ। କାଲି ସାଢ଼େ ୧୨ଟା ସମୟରେ ସଚିବାଳୟରେ ଏହା ଘୋଷଣା ହେବ। ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ରେ ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା ଫଳ ଦେଖି ପାରିବେ।

Advertisement