Wednesday, August 19, 2026
ADVERTISEMENT
Home ବ୍ୟବସାୟ ବଜାରରେ ପ୍ରବେଶ କଲା ସାମ୍‌ସଙ୍ଗର ଗାଲାକ୍ସି ଏମ୍‌୪୦

ବଜାରରେ ପ୍ରବେଶ କଲା ସାମ୍‌ସଙ୍ଗର ଗାଲାକ୍ସି ଏମ୍‌୪୦

681
ADVERTISEMENT

ନୂଆଦିଲ୍ଲୀ, ୧୭/୬(ଡି.ଏଚ.ବି): ସାମ୍‌ସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ଏମ୍‌୪୦ ମଡେଲ ବଜାରକୁ ଆସିଛି। ଏଥିରେ ୬.୩ ଇଞ୍ଚ ଏଫ୍‌ଏଚ୍‌ଡି ଇନଫିନିଟି ଓଡିସ୍ପଲେ, ଶକ୍ତିଶାଳୀ ସ୍ନାପଡ୍ରାଗନ ୬୭୫ ଅକ୍ଟାକୋର ପ୍ରୋସେସର ତଥା ଟ୍ରିପଲ ରିୟର କ୍ୟାମେରା ଭଳି ପ୍ରମୁଖ ବୈଶିଷ୍ଟ୍ୟ ରହିଛି। ଯୁବବର୍ଗଙ୍କୁ ଧ୍ୟାନରେ ରଖି ଏହି ମଡେଲଟିକୁ ପ୍ରସ୍ତୁତ କରାଯାଇଛି। ଘରୋଇ ବଜାରର ଆବଶ୍ୟକତାକୁ ଉପଲବ୍ଧି କରି ଏଭଳି ମଡେଲ ଶୁଭାରମ୍ଭ କରାଯାଇଥିବା, ସାମ୍‌ସଙ୍ଗ ଇଣ୍ଡିଆର ବରିଷ୍ଠ ଉପସଭାପତି ଅସୀମ ଓ୍ବାରସୀ ସୂଚନା ଦେଇଛନ୍ତି।

Advertisement