Friday, November 6, 2026
ADVERTISEMENT
Home ଆଞ୍ଚଳିକ ହାଇୱା ଧକ୍କାରେ ଜଣେ ଛାତ୍ର ମୃତ, ୨ ଆହତ,

ହାଇୱା ଧକ୍କାରେ ଜଣେ ଛାତ୍ର ମୃତ, ୨ ଆହତ,

317
ADVERTISEMENT

କଟକ,୧୨/୧୦,(ଡ଼ି.ଏଚ) : କଟକ-ପାରାଦୀପ ରାସ୍ତା ଭୂତମୁଣ୍ଡେଇ ନିକଟ ବରେଇ ଛକରେ ହାଇୱା ଧକ୍କାରେ ଜଣେ ଛାତ୍ର ମୃତ, ୨ ଆହତ, ଟ୍ୟୁସନ ଯିବା ବେଳେ ଦୁର୍ଘଟଣା ଘଟିଥିବା ଗ୍ରାମବାସୀ କହୁଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟିହୋଇଛି ।

Advertisement