Friday, November 6, 2026
ADVERTISEMENT
Home ଆଞ୍ଚଳିକ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ,୨ଟି ଗୋରୁ ବୋଝେଇ କଣ୍ଟେନର ଅଟକ

ବେଆଇନ ଗୋରୁ ଚାଲାଣ ଅଭିଯୋଗରେ,୨ଟି ଗୋରୁ ବୋଝେଇ କଣ୍ଟେନର ଅଟକ

316
ADVERTISEMENT

ବାଲେଶ୍ବର,୧୨/୧୦,(ଡ଼ି.ଏଚ) : ବାଲେଶ୍ବର ଖନ୍ତାପଡ଼ାରେ ୨ଟି ଗୋରୁ ବୋଝେଇ କଣ୍ଟେନର ଅଟକ, ବେଆଇନ ଚାଲାଣ ଅଭିଯୋଗରେ କଣ୍ଟେନର ଅଟକାଇଲେ ଲୋକେ, ଭଦ୍ରକରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ବଳେ ଏହାକୁ ଅଟକରଖି ପୋଲିସକୁ ଏତଲା ଦେଇଛନ୍ତି ।

Advertisement