Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଆସନ୍ତା ୧୫ ତାରିଖରେ RSSର କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ...

ଆସନ୍ତା ୧୫ ତାରିଖରେ RSSର କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି

382
ADVERTISEMENT

ଭୁବନେଶ୍ୱର,୧୧/୧୦(ଡି.ଏଚ) : ଓଡ଼ିଶା ଆସିବେ ମୋହନ ଭାଗବତ ଓ ଜେପି ନଡ୍ଡାତେବେ ୧୫ ତାରିଖରେ ଏହି କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବେ। ସେ ୧୮ ତାରିଖ ପର୍ଯ୍ୟନ୍ତ ରହିବେ। RSSର କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି । ତେବେ ୧୫ ତାରିଖରେ ଏହି କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବେ। ସେ ୧୮ ତାରିଖ ପର୍ଯ୍ୟନ୍ତ ରହିବେ। RSSର କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି।

Advertisement