Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ନିଜ ବାଲୁକାକଳା ମାଧ୍ୟମରେ ସୁଦର୍ଶନ ଜଣାଇଲେ ବିଶ୍ୱ ପିତୃ ଦିବସର ଶୁଭେଚ୍ଛା

ନିଜ ବାଲୁକାକଳା ମାଧ୍ୟମରେ ସୁଦର୍ଶନ ଜଣାଇଲେ ବିଶ୍ୱ ପିତୃ ଦିବସର ଶୁଭେଚ୍ଛା

363
ADVERTISEMENT

ଭୁବନେଶ୍ୱର, ୧୬/୬(ନରେନ୍ଦ୍ର ଜେନା): ରବିବାର ବିଶ୍ୱ ପିତୃ ଦିବସ। ବାପା ମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଦିନଟିର ସୃଷ୍ଟି। ଏହି ଦିବସର ମହାନୀୟତାକୁ ମନେ ପକାଇ ନିଜ ଆକର୍ଷଣୀୟ ବାଲୁକାକଳା ମାଧ୍ୟମରେ ପିତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସମସ୍ତ ପିତାମାନଙ୍କୁ ଏହି ଦିବସର ଶୁଭେଚ୍ଛା ଏବଂ ସେମାନଙ୍କ ଉପରେ ଆଶୀର୍ବାଦ ରହୁ ବୋଲି ସୁଦର୍ଶନ ଏହି ଅବସରରେ କହିଛନ୍ତି।

Advertisement