ଭୁବନେଶ୍ୱର,୧୦/୧୦(ଡି.ଏଚ) : ପି.ଏମ କିଷାନ ସମ୍ମାନ ନିଧି ଯୋଜନା ପାଇଁ ବାଧ୍ୟତାମୂଳକ ଆଧାର ଲିଙ୍କ୍ ନିୟମକୁ ନଭେମ୍ବର ୩୦ ଯାଏ କୋହଳ କରାଯାଇଛି । PM କିଷାନ ଟଙ୍କା ପାଇବା ପାଇଁ ଆଧାର ଲିଙ୍କ ବାଧ୍ୟତାମୂଳକ ଥିଲା । ପି.ଏମ କିଷାନ ଯୋଜନାରେ ଅନ୍ତରଭୁକ୍ତ ସମସ୍ତ ଜନବାସୀଙ୍କୁ ଆସନ୍ତା ନଭେମ୍ବର ୩୦ସୁଦ୍ଧା ଯୋଜନା ସହ ଆଧାର ସଂଯୋଗ କରିବାକୁ ସୁଯୋଗ ଦିଆଯାଇଛି ।


















