ମୁଖ୍ୟ ଖବରରାଜ୍ୟ ରାତି ଅଧରେ ମେଡ଼ିକାଲ ପରିଦର୍ଶନ କଲେ ନବରଙ୍ଗପୁର ଏସପି By Dunia Halchal - October 9, 2019 318 Share FacebookXPinterestWhatsApp ADVERTISEMENT ନବରଙ୍ଗପୁର,୯।୧୦( ଡି.ଏଚ) : ମେଡ଼ିକାଲ ହେବ ଦଲାଲ୍ ମୁକ୍ତ, ସରକାରଙ୍କ ଏହି ଆହ୍ୱାନକୁ ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ଥରରେ ଏସପି ତତ୍ପର । ରାତି ଅଧରେ ମେଡ଼ିକାଲ ପରିଦର୍ଶନ କଲେ ନବରଙ୍ଗପୁର ଏସ୍ପି ନୀତିନ କୁସଲକର ଏବଂ ରୋଗୀଣାଙ୍କ ହାଲ ଚାଲ ପଚାରି ବୁଝିଲେ । Advertisement