Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଖଣି ନିଲାମ ବିଜ୍ଞପ୍ତି ନେଇ ପି.ସି.ସି ସଭାପତିଙ୍କ ପ୍ରତିକ୍ରିୟା

ଖଣି ନିଲାମ ବିଜ୍ଞପ୍ତି ନେଇ ପି.ସି.ସି ସଭାପତିଙ୍କ ପ୍ରତିକ୍ରିୟା

506
ADVERTISEMENT

ଭୁବନେଶ୍ୱର, ୭/୧୦(ଡି. ଏଚ) : ଖଣି ନିଲାମ ବିଜ୍ଞପ୍ତି ନେଇ PCC ସଭାପତିଙ୍କ ପ୍ରତିକ୍ରିୟା: ରାଜ୍ୟ ସରକାର ୭୦% ଖଣି ନିଜ ହାତରେ ରଖନ୍ତୁ । ଖଣି ହିଁ ଓଡ଼ିଶାର ପାଣ୍ଠି, ନଚେତ୍ ଓଡ଼ିଶାର ଭବିଷ୍ୟତ ଅନ୍ଧକାର!!
ଖଣି ପରିଚାଳନା ପାଇଁ ଆବଶ୍ୟକ ହେଲେ ଆଉ ଗୋଟିଏ ନିଗମ କରନ୍ତୁ ସରକାର । ଏହାଦ୍ବାରା ରାଜ୍ୟରେ କଞ୍ଚାମାଲର ଅଭାବ ରହିବ ନାହିଁ । ନୂଆ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠାରେ ସହାୟକ ହେବବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

Advertisement