ମୁଖ୍ୟ ଖବରରାଜ୍ୟ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା By Dunia Halchal - October 6, 2019 313 Share FacebookXPinterestWhatsApp ADVERTISEMENT କଳାହାଣ୍ଡି,୬।୧୦(ଡି. ଏଚ) : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା, କଟକଣା ସତ୍ତ୍ବେ ହଜାର ହଜାର ପଶୁପକ୍ଷୀଙ୍କୁ ବଳି, ମାନସିକ ପୂରଣ ପାଇଁ ବଳି ପକାଇଲେ ଲୋକେ, ଲକ୍ଷାଧିକ ଭକ୍ତଙ୍କ ସମାଗମ । ସୁରକ୍ଷା ନିମନ୍ତେ ୧୦ ପ୍ଲାଟୁନ ପୋଲିସ ମୁତୟନ ଅଟନ୍ତି । Advertisement