Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ନାଲକୋରେ ନୂତନ ଥାନାଧିକାରିଣୀଙ୍କ ଯୋଗଦାନ

ନାଲକୋରେ ନୂତନ ଥାନାଧିକାରିଣୀଙ୍କ ଯୋଗଦାନ

281
ADVERTISEMENT

ଅନୁଗୋଳ,୫ା୧୦(ଡି. ଏଚ ): ଆଦର୍ଶ ଥାନା ନାଲକୋରେ ନୂତନ ଭାବରେ ଶ୍ରୀମତୀ ସରୋଜିନୀ ସାମାଡ଼ ଯୋଗଦାନ କରିଛନ୍ତି । ନାଲକୋ ଥାନାରେ ଥିବା ଶ୍ରୀମତୀ ଗୀତାଞ୍ଜଳି ସାହୁଙ୍କର ବନ୍ତଳା ଥାନାକୁ ବଦଳି ହୋଇଛି । ନାଲକୋର ପାରିପାର୍ଶ୍ବିକ ଅଞ୍ଚଳକୁ ଦୃଷ୍ଟି ଦେବା ସହ ଅପରାଧ ହ୍ରାସ ଓ ବିଭିନ୍ନ କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦିଆଯିବ ବୋଲି ଶ୍ରୀମତୀ ସାମାଡ଼ ସୂଚନା ଦେଇଛନ୍ତି ।

Advertisement