ଆଞ୍ଚଳିକମୁଖ୍ୟ ଖବର ବାଲିଗୁଡା ଚିକିତ୍ସାଳୟରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ By Dunia Halchal - October 3, 2019 374 Share FacebookXPinterestWhatsApp ADVERTISEMENT ବାଲିଗୁଡା,୩/୧୦(ଡି .ଏଚ /ସୁରେଶ କୁମାର ପଣ୍ଡା): ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ । ଏହି ଶିବିର nhrci ଆୟୋଜନ କରିଥିଲେ, ଏହି ଶିବିରରେ ବାଲିଗୁଡାରୁ ଲିଟୁ ସାହୁଙ୍କ ସମେତ ବହୁ ଯୁବ ଗୋଷ୍ଠୀ ରକ୍ତ ଦାନ କରିଥିଲେ । Advertisement