ବ୍ରହ୍ମପୁର,୨୮/୯(ଡି .ଏଚ):ବ୍ରହ୍ମପୁର ଵାଲାଜୀପେଣ୍ଠ ତୃତୀୟ ଗୌଡ଼ ସାହି ନିବାସୀ ରଞ୍ଜିତ କୁମାର ତ୍ରିପାଠୀ ନାମକ ଜଣେ ବୃଦ୍ଧା ଦୀର୍ଘଦିନ ଧରି ଡାକ୍ତରଖାନା ପରିସରରେ ଥିବା ରାସ୍ତାକଡରେ ପଡିରହିଛନ୍ତି। ନିକଟରେ ହୋଇଥିବା ଲଗାଣ ବର୍ଷାରେ ମଧ୍ୟ ଏମିତି ପଡିରହିଥିଲେ। ଯାହାକି ଡାକ୍ତରଖାନା ଠାରୁ ମାତ୍ର କିଛି ଦୂର । ତୁରନ୍ତ ଚିକିତ୍ସା ଓ ଥାଇଥାନର ଆବଶ୍ୟକତା ରହିଛି। ପ୍ରଶାସନ ଦୃଷ୍ଟି ଦେବେକି ?

















