Friday, November 20, 2026
ADVERTISEMENT
Home ମୁଖ୍ୟ ଖବର ବାଲିଗୁଡା,ସିନ୍ଧିଗୁଡ଼ା ରାସ୍ତାର ଅବସ୍ଥା ଶୋଚନୀୟ

ବାଲିଗୁଡା,ସିନ୍ଧିଗୁଡ଼ା ରାସ୍ତାର ଅବସ୍ଥା ଶୋଚନୀୟ

302
ADVERTISEMENT

ବାଲିଗୁଡ଼ା ,ଡ଼ି.ଏଚ, ୨୫/୯( ଟିକି ଦଣ୍ଡିଆ ): ବାଲିଗୁଡା ଅଞ୍ଚଳ ସିନ୍ଧିଗୁଡ଼ା ରାସ୍ତାରେ ଅବସ୍ଥା କହିଲେ ନସରେ ଆଜିକୁ ପ୍ରାୟ ୮ମାସ ହେବ ଏଇ ରାସ୍ତା କାମକରୁଥିବା ଠିକାଦାର ଅଧା କାମକରି ଛାଡ଼ି ପଳେଇଥିବାର ଗ୍ରାମବାସୀଙ୍କ ଅଭିଯୋଗ ଏହି ରାସ୍ତାରେ ୨ଟି ପଞ୍ଚାୟତର ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକ ଯିବା ଆସିବା କରିଥାନ୍ତି ଏହା ଛଡ଼ା ତିନୋଟି ଜିଲ୍ଲାର ଲୋକ ମଧ୍ୟ୍ୟ ଯିବା ଆସିବା କରିଥାନ୍ତି ୨ ପଞ୍ଚାୟତ ଲଣ୍ଡାଗାଁ ଓ ଖମଣଖୋଲର ଲୋକଙ୍କ ଭରସା ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଏହି ଲୋକଙ୍କୁ ବାଲିଗୁଡାକୁ ପ୍ରାୟ 50କିଲୋମିଟର ଆସିବାକୁ ପଡିଥାଏ ଯେକୌଣସି ଅଫିସ କାମ ମଧ୍ୟ୍ୟ ବାଲିଗୁଡା ଆସିଥାନ୍ତି l ଆଗକୁ ଏ ରାସ୍ତା କାମ ଯଦି ଶୀଘ୍ର ନକରାଯାଏ ତାହାହେଲେ ରାସ୍ତା ରୋକ କରାଯିବ ବୋଲି କହିଛନ୍ତିl

Advertisement