Friday, November 20, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ବ୍ଲକରେ ନୂତନ ବିଡିଓ ଙ୍କ ଯୋଗଦାନ

ପୁରୁଷୋତ୍ତମପୁର ବ୍ଲକରେ ନୂତନ ବିଡିଓ ଙ୍କ ଯୋଗଦାନ

319
ADVERTISEMENT

ପୁରୁଷୋତ୍ତମପୁର ,ଡ଼ି.ଏଚ,୨୫/୯(ସୁଦାମ ମହାରଣା):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକରେ ଆଜି ନୂତନ ବିଡିଓ ଭାବେ ସିମାଞ୍ଚଳ ମହାନ୍ତି ଯୋଗଦେଇଛନ୍ତି ।ଏଥି ପୂର୍ବରୁ ସେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ତହସିଲଦାର ଭାବେ କାର୍ଯ୍ୟ କରିଥିଲେ ।ବର୍ତ୍ତମାନ ପୁରୁଷୋତ୍ତମପୁର ବିଡିଓ ସତ୍ୟ ସୁନ୍ଦର ରାଉତ ଙ୍କୁ ଆସ୍କା ବିଡିଓ ଭାବେ ବଦଳି ହୋଇଯାଇଛି ।ନୂତନ ବିଡିଓ ଶ୍ରୀ ମହାନ୍ତି ସରକାର ଙ୍କ ଯୋଜନା ଗୁଡିକ ଯେପରି ଜନସାଧାରଣ ନିକଟରେ ଶୀଘ୍ର ପହଞ୍ଚିବା ଉପରେ ଗୁରୁତ୍ୱ ଦେଇଛନ୍ତି ।ଏହି ଅବସରରେ ଏବିଡିଓ ମଧୁସୂଦନ ମହାରଣା ,ବ୍ଲକ ର ସମସ୍ତ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Advertisement