Friday, November 20, 2026
ADVERTISEMENT
Home ଆଞ୍ଚଳିକ ୫ ବିଧାୟକ, ସାଂସଦଙ୍କ ଶକ୍ତି ପ୍ରଦର୍ଶନ

୫ ବିଧାୟକ, ସାଂସଦଙ୍କ ଶକ୍ତି ପ୍ରଦର୍ଶନ

375
ADVERTISEMENT

କୁକୁଡାଖଣ୍ଡି,୧୯/୯ (ଇ.ରଜଂନ): ନିର୍ବାଚନ ଦୀର୍ଘ ୫ ମାସ ପରେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ଶକ୍ତି ପ୍ରଦର୍ଶନ କରିଛନ୍ତି । ରାଜ୍ୟ ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂଯ୍ୟନାରାୟଣ ପାତ୍ର,ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଂଜାମ ଜିଲ୍ଲାର ଗୋପାଳପୁର ବିଧାୟକ ଡଃ.ପ୍ରଦୀପ ପାଣିଗ୍ରାହୀ ,ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ,ସୋରଡା ବିଧାୟକ ପୂଣ୍ନଚନ୍ଦ୍ର ସ୍ବାଇଁ,ଖଲିକୋଟ ବିଧାୟିକା ସୂଯ୍ୟମଣି ବୈଦ୍ୟ,ଜିଲ୍ଲା ପରିଷଦ ଅଧଷ ସୋନମ ପଲେଇ ପ୍ରମୁଖ ବାଚସ୍ପତିକଂ ଶକ୍ତି ପ୍ରଦର୍ଶନରେ ସାମିଲ ହୋଇଥିଲେ। କୁକୁଡାଖଣ୍ଡି ବ୍ଲକ ପରିସରରେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରକଂ ଅଧ୍ୟକ୍ଷତାରେ ଆୟୋଜିତ କାଯ୍ୟକ୍ରମରେ ସଭାରେ ବ୍ଲକ ଅଧଷ କାମାକ୍ଷା ପ୍ରସାଦ ପାତ୍ର,ଉପାଧ୍ୟକ୍ଷ ଲଷ୍ମୀପ୍ରିୟା ସାହୁ,ପୂବତନ ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକ,ତହସିଲଦାର ସୁବାଶଚନ୍ଦ୍ର ରଇତ ପ୍ରମୁଖ ମଞାସୀନ ଥିଲେ।ସବୁ ବିଧାୟକ ମୁଖ୍ୟମନ୍ତୀକଂ ବିଭିନ୍ନ ଯୋଜନା ବିଷୟରେ ହିତାଧିକାରୀକୁଂ ବୁଝାଇଥିଲେ। ଅହିଂସାକୁ ସମସ୍ତେ ଗ୍ରହଣ କରିବାକୁ ନିବେଦନ କରିଥିଲେ। ସରକାରୀ ଅଫିସରେ ପଇସା ମାଗିଲେ ବାଚସ୍ପତିକୁଂ ବ୍ୟକ୍ତିଗତ ଭାବେ ଜଣାଇବାକୁ ନିବେଦନ କରିଥିଲେ।

୫୭୭ଜଣ ହିତାଧିକାରୀକୁଂ ନିମାଣଶ୍ରମିକ,ପକ୍କା ଘର ଯେଜନା,ପିଏମଏଓ୍ବାଇ,ବସୁନ୍ଧରା,ବେବନ୍ଦବସ୍ତୋ,ଗ୍ରାମକଣ୍ଟକ ଘର ନିମନ୍ତେ କାଯ୍ୟାଦେଶ ସହ ବିଭିନ୍ନ ଭତ୍ତା ବଣ୍ଟନ କରିଥିଲେ।କାଯ୍ୟକ୍ରମରେ ନିରଞନ ମହାନ୍ତି ,ସନ୍ତୋଷ ଚୌଧୁରୀ,ସରପଞ ବସନ୍ତ ସାହୁ,ଜତିନ୍ଦ୍ର ପାତ୍ର,ରାଜୀବ ପାତ୍ର,ମିନତୀ ବେହେରା,ଏମ.ବିସିକେସନ,ରଜତପାତ୍ର,ରଘୁପାତ୍ର ,ରବିନ୍ଦ୍ର ମହାରଣା,ସାରଥିଗୌଡ,ସଂଜୟ ପାଣିଗ୍ରାହୀ,ଏମଆଇ ଜି.ପ୍ରସାନ୍ତ ରାଓ,ପ୍ରଦୀପ ମଲାଣ ,ବିଷ୍ନୁପ୍ରିୟା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ପ୍ରାୟ ୨ହଜାର ହିତାଧିକାରୀ ଯୋଗ ଦେଇ ଥିଲେ।

Advertisement