Saturday, September 26, 2026
ADVERTISEMENT
Home ମନୋରଞ୍ଜନ ୬୦ ବର୍ଷରେ ଦୂରଦର୍ଶନ: ଟ୍ଵିଟର୍‌ରେ ଦେଖିବାକୁ ମିଳିଲା ଅନେକଙ୍କ ପିଲାଦିନକୁ ରଂଗୀନ କରିଥିବା ‘ଶକ୍ତିମାନ’, ‘ବିକ୍ରମ...

୬୦ ବର୍ଷରେ ଦୂରଦର୍ଶନ: ଟ୍ଵିଟର୍‌ରେ ଦେଖିବାକୁ ମିଳିଲା ଅନେକଙ୍କ ପିଲାଦିନକୁ ରଂଗୀନ କରିଥିବା ‘ଶକ୍ତିମାନ’, ‘ବିକ୍ରମ ବେତାଳ’ ପରି ଧାରାବାହିକର କ୍ଷୁଦ୍ର ଭିଡିଓ

332
ADVERTISEMENT

ନୂଆଦିଲ୍ଲୀ,୧୫/o୯(ରବି ଦାସ) : ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଭାରତକୁ ପ୍ରଥମ କରି ଟେଲିଭିଜନର ମଜ୍ଜା ଚଖାଇଥିବା ଦୂରଦର୍ଶନ ୬୦ ବର୍ଷରେ ପହଞ୍ଚିଛି। ୬୦ ବର୍ଷର ସଫଳତାକୁ ବ୍ୟକ୍ତ କରିବାକୁ ଯାଇ ଦେଶର ପ୍ରଥମ ଚ୍ୟାନେଲ୍‌ ଦୂରଦର୍ଶନ ଟ୍ଵିଟର୍‌ରେ ଅନେକ ଭିିଡିଓ ସେୟାର୍‌ କରିଛି। ମନୋରଞ୍ଜନର ସବୁଠାରୁ ବଡ଼ ମାଧ୍ୟମ ଦୂରଦର୍ଶନରେ ସେ ସମୟରେ ପ୍ରସାରିତ ହଉଥିବା ଅନେକ କାର୍ଯ୍ୟକ୍ରମର ଭିଡିଓ ଟ୍ଵିଟର୍‌ରେ ଦେଖିବାକୁ ମିଳିଛି।

Advertisement