‘ଭାରତ’ଚଳଚ୍ଚିତ୍ର ଦେଖିଲେ ଭାରତୀୟ କ୍ରିକେଟ ଟିମ୍‌

230
ADVERTISEMENT

ନୂଆଦିଲ୍ଲୀ ୧୨/୬(ଏଜେନ୍ସି) : ବିଶ୍ୱକପ୍‌ ସିଜିନ୍‌ରେ ସଲମାନଙ୍କ କ୍ରିକେଟର୍‌ ଫ୍ୟାନ୍ସମାନେ ସମୟ କାଢ଼ି ସାଥୀ ହୋଇ ‘ଭାରତ’ ଚଳଚ୍ଚିତ୍ର ଦେଖିଲେ। ଏବଂ ସିନେମା ହଲ୍ରୁ ବାହାରିବା ସମୟରେ ଏକ ଫଟୋ ଫ୍ରେମ୍‌ରେ କଏଦ ହୋଇଥିଲେ , ସେମାନେ ହେଲେ କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ, ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ୍‌ ରାହୁଲ।

Advertisement