କନ୍ଧମାଳ ରୁ ବ୍ରହ୍ମପୁର ଆସୁଥିବା ବସ୍ ଦୁର୍ଘଟଣା ଗ୍ରସ୍ତ : ବସ୍ କୁ ଧକ୍କା ଦେଲା ଟ୍ରକ

391
ADVERTISEMENT

ଫୁଲବାଣି,o୯/o୯(ସୁରେଶ କୁମାର ପଣ୍ଡା) : ଆଜି ସନ୍ଧ୍ୟା ସମୟରେ ବସ୍ ଟି ଘାଟି ଉଠୁ ଥିବା ବେଳେ ଗୋଟିଏ ଅଟା ବୋଝେଇ ଟ୍ରକ ଭାର ସମ୍ୟ ହରାଇ ପିଟି ହୋଇଥିଲା ଯାହା ଫଳରେ ଟ୍ରକଟି ଘଟଣା ସ୍ଥଳରେ ଓଲଟି ଯାଇଥିଲା ।ବସ୍ ଡ୍ରାଇଭର ଆହାତ ହେବା ସହ କିଛି ଯାତ୍ରୀ ମଧ୍ୟ୍ୟ ଆହାତ ହେବାର ଦେଖିବାକୁ ମିଳିଥିଲା ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତ ମାନଂକୁ ଉଦୟଗିରି ମେଡିକାଲକୁ ଅଣାଯାଇଥିଲା ।

Advertisement