ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ : କୁଷ୍ଠ ରୋଗ ଚି଼ହ୍ନଟ ଅଭିଯାନ

284
ADVERTISEMENT

ଫୁଲବାଣୀ,o୮/o୯(ସୁରେଶ କୁମାର ପଣ୍ଡା ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ କୁଷ୍ଠ ରୋଗ ଚି଼ହ୍ନଟ ଅଭିଯାନ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଓଡିଶା ତରଫରୁ ଏହା କରାଯାଇଛି । ଏହା ୧0/୯/୧୯ଠାରୁ୨୩/୯/୧୯ ତାରିଖ ପର୍ଯ୍ଯନ୍ତ ସାରା ତୁମୁଡିବନ୍ଧ ବ୍ଳକର ପ୍ରତି ସାହି ପରିକ୍ରମା କରି ଗାଁ ଗାଁ ଘର ଘର ବୁଲି କୋଷ୍ଠ ନିରାକରଣ ବିଷୟ ରେ ଲୋକଙ୍କୁ ବୁଝାଇ ଲୋକଙ୍କୁ ସତେତନ କରାଯିବ। ତାହା ସହ ଆଶା କର୍ମୀ ମାନଙ୍କର ବୈଠକ ମଧ୍ୟ ସହିଦିନ ୭/୯/୧୯ ଠାରୁ ୧୦/୯/୧୯ତାରିଖ ପର୍ଯ୍ୟନ୍ତ ଅବ୍ୟାହତ ରହିବ। ସେମାନଙ୍କୁ କୋଷ୍ଠ ନିରାକରଣ ଉପରେ ବୁଝାଯିବ।

Advertisement