ପାରଳାଖେମୁଣ୍ଡିରେ ଅତିରିକ୍ତ ଆରକ୍ଷକ ଅଧକ୍ଷ ଭାବେ ଦାଇତ୍ୱ ନେଲେ ଶ୍ରୀ ସିତରାମ ଶତପଥି

595
ADVERTISEMENT

ପାରଳାଖେମୁଣ୍ଡି,୩୧/୮(ପ୍ରଭାତ କୁମାତ୍ର ପାତ୍ର ) : ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଭାବେ ଦାୟିତ୍ବ ନେଲେ ଶ୍ରୀ ସିତରାମ ଶତପଥୀ । ଶ୍ରୀ ଶତପଥୀ ଏଠାକୁ ଆସିବା ପୂର୍ବରୁ ଛତ୍ରପୁରରେ ASP ଭାବେ କାର୍ଯ୍ୟ କରି ବହୁ ପ୍ରଶଂସିତ ଥିଲେ । ବିଗତ ଦିନ ୨୦୦୨ ରୁ ୨୦୦୫ ପ୍ରଯନ୍ତ ପାରଳାଖେମୁଣ୍ଡି ଥାନାରେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରି ଏଠାରେ ସୁନାମ ଅର୍ଜନ କରିଥିଲେ । ଶ୍ରୀ ଶତପଥି ଏଠାରେ ASP ଦାୟିତ୍ୱ ଗ୍ରହଣ କରିଥିବାରୁ ଗଜପତି ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀ ଗରୁଡ ଧ୍ଵଜ ଚୌଧରୁ ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ସମ୍ପାଦକ କୃଷ୍ଣ କୁମାର ବେହେରା କସାଧ୍ୟକ୍ଷ ରଶ୍ମିରଞ୍ଜନ ମିଶ୍ର ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ ବାପି ପଣ୍ଡା ଶିଶିର ଗୌଡ଼ ପ୍ରବୀଣ ଲିମା ଶିବାଜୀ ପଟନାୟ ବିବେକାନନ୍ଦ ବେହେରା ଓ ଅନ୍ୟ ସାମ୍ବାଦିକଙ୍କୁ ଅଭିନନ୍ଦନ ଜଣେଇବା ସଂଗେ ସଂଗେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନକୁ ସୁରକ୍ଷା ଦେବା ନେଇ ସାହାଯ୍ୟ ଓ ସହଯୋଗ ଯୋଗେଇଦେବା ନିମନ୍ତେ ଉଚିତ ପଦକ୍ଷେପ ନିଆଯିବବୋଲି ଆସା ବ୍ୟକ୍ତ କରିଛନ୍ତି ।

Advertisement