Thursday, September 24, 2026
ADVERTISEMENT
Home ବ୍ୟବସାୟ ସୁନା ଦର ପୁଣି ବଢିଲା , ସର୍ବୋଚ୍ଚସ୍ତରରେ ପହଞ୍ଚିଲା ରୁପା

ସୁନା ଦର ପୁଣି ବଢିଲା , ସର୍ବୋଚ୍ଚସ୍ତରରେ ପହଞ୍ଚିଲା ରୁପା

453
ADVERTISEMENT

ମୁମ୍ବାଇ,୨୬/୮(ଏଜେନସି) : ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଯୋଗୁଁ ସୁନା ଓ ରୁପା ଦର କ୍ରମାଗତ ବୃଦ୍ଧି ପାଇଛି। ସୋମବାର ସୁନା ଦର ୧.୪୫ ପ୍ରତିଶତ ବୃଦ୍ଧିପାଇ ୧୦ ଗ୍ରାମ ପ୍ରତି ୩୯,୩୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୦୧୬ ପରେ ରୁପା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରୁପା ଦର କିଲୋଗ୍ରାମ ପ୍ରତି ୪୫,୧୪୮ ଟଙ୍କା ଛୁଇଁଛି। ଦିନେ ଦୁଇଦିନ ମଧ୍ୟରେ ସୁନା ଦର ୪୦ ହଜାର ଟପିଯିବ ବୋଲି ଆକଳନ କରାଯାଇଛି।

Advertisement