ସୁବର୍ଣ୍ଣପୁର ,୧୦।୦୮(ଡ଼ି.ଏଚ ବ୍ୟୁରୋ):- ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ ନିକଟରେ ପୋଲିସର ଚଢ଼ାଉ ବେଳେ ଏକ କଣ୍ଟେନରରେ ବେଆଇନ ଭାବେ ଚାଲାଣ ହେଉଥିବା ୧୨ କୁଇଣ୍ଟାଲ୍ ୫୦ କିଲୋଗ୍ରାମ୍ ଓଜନର ଗଞ୍ଜେଇ ଜବତ ।ଏବଂ ଘଟଣାସ୍ଥଳରୁ କଣ୍ଟେନର୍ ଡ୍ରାଇଭର୍ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ।
















