ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗାଁର ଟୁନା ବେହେରା ଟ୍ରେନରୁ ପଡ଼ି ମୃତ୍ୟୁ ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗାଁର ଟୁନା ବେହେରା ଟ୍ରେନରୁ ପଡ଼ି ମୃତ୍ୟୁ ।

2
ADVERTISEMENT

ଦିଗପହଣ୍ଡି,୦୯।୦୮(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗାଁର ଟୁନା ବେହେରା ଟ୍ରେନରୁ ପଡ଼ି ମୃତ୍ୟୁ । ସେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଟ୍ରେନ ଯୋଗେ ତାମିଲନାଡୁ ଯାଉଥିଲେ । କିନ୍ତୁ ଅସାବଧାନତା କାରଣରୁ ତାମିଲନାଡୁର ମାଲେପାଟମ୍ବକମ୍ ଗାଁ ନିକଟରେ ସେ ଟ୍ରେନରୁ ଖସି ପଡ଼ିଥିଲେ। ତାଙ୍କ ମୃତ୍ୟୁ ଖବର ମିଳିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Advertisement