ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାଉଡିଆଙ୍କ ଗାଡି।

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାଉଡିଆଙ୍କ ଗାଡି।

1
ADVERTISEMENT

ବ୍ରହ୍ମପୁର,୧୦।୦୮(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ନିକଟସ୍ଥ ଜଗଦଲପୁର ଅଞ୍ଚଳରୁ କିଛି କାଉଡିଆ ଗଞ୍ଜାମ ଋଷିକୁଲ୍ୟା ନଦୀକୁ ଏକ ଟାଟାଏସିଇ ଯୋଗେ ଯାଉଥିବା ବେଳେ ଚମାଖଣ୍ଡି ଥାନା ଅଧିନ କାଳିଆବାଲି ଜାତୀୟ ରାଜପଥ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇ ଛତ୍ରପୁର ଚିକିତ୍ସାଳୟରେ ଭର୍ତ୍ତି ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି ।

Advertisement