ଭୁବନେଶ୍ୱର,୨୧।୦୩ (ଡ଼ି.ଏଚ ବ୍ୟୁରୋ):-ଆଜି ପବିତ୍ର ଇଦ୍-ଉଲ୍-ଫିତର୍। ଏବଂ ମୁସଲମାନଙ୍କ ବଡ଼ ପର୍ବ ଇଦ୍। ସାରା ରାଜ୍ୟରେ ଇଦ୍ ପାଳନ ହେଉଥିବାବେଳେ ସମସ୍ତ ମସଜିଦ୍ ଚଳ ଚଞ୍ଚଳ ହେବା ସହ ମସଜିଦ ରେ ସମୂହ ନମାଜ ପାଠ ଚାଲିଛି ।ଏବଂ ମୁସଲିମ ଧର୍ମଲମ୍ବୀ ମାନେ ଜଣେ ଅନ୍ୟକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଉଛନ୍ତି ।

















