ଆମ୍ ଆଦମୀ ପାର୍ଟିର ନେତା ଲକି ଓବରୟଙ୍କୁ ଗୁଳିକରି ହତ୍ୟା ।

2
ADVERTISEMENT

ନୂଆଦିଲ୍ଲୀ,୦୬/୦୨(ଡ଼ି.ଏଚ ବ୍ୟୁରୋ):-ପଞ୍ଜାବର ଜଳନ୍ଧରରେ ଆମ୍ ଆଦମୀ ପାର୍ଟିର ନେତା ଲକି ଓବରୟଙ୍କୁ ଗୁଳିକରି ହତ୍ୟା । ସ୍ଥାନୀୟ ଏକ ଗୁରୁଦ୍ୱାର ସମ୍ମୁଖରେ ଦୁଇ ଜଣ ବ୍ୟକ୍ତି ଏକ ବାଇକରେ ଆସି ତାଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଆଖପାଖରେ ଲାଗିଥିବା ସିସିଟିଭିର ଫୁଟେଜକୁ ଯାଞ୍ଚ୍ କରିବା ସହ ତଦନ୍ତ ଆମ୍ଭ କରିଛି ।

Advertisement