Thursday, August 20, 2026
ADVERTISEMENT
Home ଜାତୀୟ ପୁଣି କୋଭିଡ ପାଇଁ କେନ୍ଦ୍ର ଜାରି କଲା ସତର୍କ ସୂଚନା ।

ପୁଣି କୋଭିଡ ପାଇଁ କେନ୍ଦ୍ର ଜାରି କଲା ସତର୍କ ସୂଚନା ।

168
ADVERTISEMENT

ନୂଆଦିଲ୍ଲୀ,୧୯/୧୨(ଡି.ଏଚ ବ୍ୟୁରୋ):-ପୁଣି କୋଭିଡ ପାଇଁ କେନ୍ଦ୍ର ଜାରି କଲା ସତର୍କ ସୂଚନା । ନୂଆ ଭାରିଆଣ୍ଟ ଜେଏନ ୧ ଭାରତରେ ମିଳିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଛି। କେରଳରେ ପୁଣି ସଂକ୍ରମଣ ବଢ଼ିବାରୁ ସତର୍କ ପାଇଁ ପରାମର୍ଶ ଦିଆଯିବା ସହ ଆରଟିପିସିଆର ଟେଷ୍ଟ ସହ ପଜିଟିଭକୁ ଜିନମ ସିକ୍ୟୁଏନସିଂ ପାଇଁ ପଠାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisement