Thursday, August 20, 2026
ADVERTISEMENT
Home ଜାତୀୟ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା’ର ମୁଖ୍ୟ ଶୁକଦେବ ସିଂହ ଗୋଗା ମେଡ଼ୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ...

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା’ର ମୁଖ୍ୟ ଶୁକଦେବ ସିଂହ ଗୋଗା ମେଡ଼ୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ବ୍ୟକ୍ତିଙ୍କୁ ଗିରଫ।

123
ADVERTISEMENT

ନୂଆଦିଲ୍ଲୀ,୧୦/୧୨ (ଡି.ଏଚ ବ୍ୟୁରୋ):-ରାଷ୍ଟ୍ରୀୟ ରାଜପୁତ କରଣୀ ସେନା’ର ମୁଖ୍ୟ ଶୁକଦେବ ସିଂହ ଗୋଗା ମେଡ଼ୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୨ଜଣ ଗୁଳି ଚାଳନାକାରୀ ସମେତ ୩ଜଣ ବ୍ୟକ୍ତିଙ୍କୁ ଦିଲ୍ଲୀ ଓ ରାଜସ୍ଥାନ ପୁଲିସ ଚଣ୍ଡୀଗଡ଼ରେ ଗିରଫ କରିଛ। ସେମାନେ ହେଲେ ଗୁଳି ଚାଳନାକାରୀ ରୋହିତ ରାଠୋର୍ ଓ ନୀତିନ୍ ଫୌଜି ,ଏବଂ ଅନ୍ୟ ଜଣେ ସହଯୋଗୀ ଉଧାମ ସିଂହ l

Advertisement