Thursday, August 20, 2026
ADVERTISEMENT
Home ରାଜନୀତି ରାଜସ୍ଥାନର ବିଧାନସଭା ଆସନରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବାବେଳେ ମୋଟ୍ ୧୮୬୨ ପ୍ରାର୍ଥୀଙ୍କ...

ରାଜସ୍ଥାନର ବିଧାନସଭା ଆସନରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବାବେଳେ ମୋଟ୍ ୧୮୬୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଛି ।

122
ADVERTISEMENT

ନୂଆଦିଲ୍ଲୀ,୨୬/୧୧(ଡି.ଏଚ ବ୍ୟୁରୋ):-ରାଜସ୍ଥାନର ୨୦୦ ବିଧାନସଭା ଆସନରୁ ୧୯୯ ଟି ଆସନରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବାବେଳେ ମୋଟ୍ ୧୮୬୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ରେ ବନ୍ଦ ହୋଇଛି । ଏବଂ ୭୦ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ବେଳେ କଡ଼ା ସୁରକ୍ଷା ସତ୍ତ୍ବେ ବି ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା।

Advertisement