Thursday, August 20, 2026
ADVERTISEMENT
Home ରାଜନୀତି ମଧ୍ୟପ୍ରଦେଶର ମୋଟ୍ ୨୫୩୩ ପ୍ରାର୍ଥୀ ଏବଂ ଛତିଶଗଡ଼ର ୯୫୮ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ରେ ବନ୍ଦ...

ମଧ୍ୟପ୍ରଦେଶର ମୋଟ୍ ୨୫୩୩ ପ୍ରାର୍ଥୀ ଏବଂ ଛତିଶଗଡ଼ର ୯୫୮ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ରେ ବନ୍ଦ ହୋଇଛି।

126
ADVERTISEMENT

ନୂଆଦିଲ୍ଲୀ,୧୮/୧୧(ଡି.ଏଚ ବ୍ୟୁରୋ):-ମଧ୍ୟପ୍ରଦେଶର ସମସ୍ତ ୨୩୦ ଆସନରୁ ୭୨ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବାବେଳେ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନରେ ୬୯ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ସହିତ ମଧ୍ୟପ୍ରଦେଶର ମୋଟ୍ ୨୫୩୩ ପ୍ରାର୍ଥୀ ଏବଂ ଛତିଶଗଡ଼ର ୯୫୮ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ରେ ବନ୍ଦ ହୋଇଛି। ଏବଂ ଡିସେମ୍ବର ୩ରେ ଉଭୟ ରାଜ୍ୟର ଭୋଟ୍ ଗଣତି ହେବ।

Advertisement