Thursday, August 20, 2026
ADVERTISEMENT
Home ରାଜନୀତି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ୨୩୦ଟି ଆସନ, ଛତିଶଗଡ଼ରେ ୭୦ଟି ଆସନ ଲାଗି ଭୋଟ୍ ଗ୍ରହଣ...

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ୨୩୦ଟି ଆସନ, ଛତିଶଗଡ଼ରେ ୭୦ଟି ଆସନ ଲାଗି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।

110
ADVERTISEMENT

ଭୁବନେଶ୍ୱର,୧୭/୧୧(ଡି.ଏଚ ବ୍ୟୁରୋ):-ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ୨୩୦ଟି ଆସନ ଲାଗି ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ୨,୫୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।ସେହିଭଳି ଛତିଶଗଡ଼ରେ ୭୦ଟି ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଏବଂ ରାୟପୁରରେ ଥିବା ୨୦୧ଟି ବୁଥରେ କେବଳ ମହିଳା ଟିମ୍ ମତଦାନ ପରିଚାଳନା କରୁଛନ୍ତି ବୋଲି ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା l

Advertisement