Thursday, August 20, 2026
ADVERTISEMENT
Home ଖେଳ ବିଶ୍ବକପ୍ ଟ୍ରଫି ପାଇଁ ଆସନ୍ତା ନଭେମ୍ବର ୧୯ରେ ଭାରତ ସହ ଲଢେଇ କରିବ ଅଷ୍ଟ୍ରେଲିଆ।

ବିଶ୍ବକପ୍ ଟ୍ରଫି ପାଇଁ ଆସନ୍ତା ନଭେମ୍ବର ୧୯ରେ ଭାରତ ସହ ଲଢେଇ କରିବ ଅଷ୍ଟ୍ରେଲିଆ।

162
ADVERTISEMENT

ଭୁବନେଶ୍ୱର,୧୭/୧୧(ଡି.ଏଚ ବ୍ୟୁରୋ):-ବିଶ୍ବକପ୍ ଟ୍ରଫି ପାଇଁ ଆସନ୍ତା ନଭେମ୍ବର ୧୯ରେ ଭାରତ ସହ ଲଢେଇ କରିବ ଅଷ୍ଟ୍ରେଲିଆ। ଏବଂ ୨୦ ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ୍ ଫାଇନାଲରେ ମୁହାଁମୁହିଁ ହେବେ । ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନ୍ରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍ରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆ ୩ ୱିକେଟ ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ବିତୀୟ ସେମିଫାଇନାଲରେ ପହଞ୍ଚିଛି।

Advertisement