Thursday, August 20, 2026
ADVERTISEMENT
Home ଜାତୀୟ ସୁଡ଼ଙ୍ଗରେ ଫସି ରହିଥିବା ୪୦ ଜଣ ନିର୍ମାଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଆଜି ପଞ୍ଚମ ଦିନରେ...

ସୁଡ଼ଙ୍ଗରେ ଫସି ରହିଥିବା ୪୦ ଜଣ ନିର୍ମାଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଆଜି ପଞ୍ଚମ ଦିନରେ ପହଞ୍ଚିଛି।

99
ADVERTISEMENT

ନୂଆଦିଲ୍ଲୀ,୧୭/୧୧(ଡି.ଏଚ ବ୍ୟୁରୋ):-ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ସୁଡ଼ଙ୍ଗରେ ଫସି ରହିଥିବା ୪୦ ଜଣ ନିର୍ମାଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଦୀର୍ଘ ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରମିକମାନେ ସୁଡ଼ଙ୍ଗ ଭିତରେ ବନ୍ଦୀ ହୋଇ ରହିବା ସହ ସେମାନଙ୍କ ଜୀବନ ଏବେ ସୂତାଖିଅରେ ଝୁଲୁଛି। ଏବଂ ଏକ ଆମେରିକୀୟ ଅଗର ଡ୍ରିଲ ମେସିନ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବାବେଳେ ସମସ୍ତ ଶ୍ରମିକ ନିରାପଦରେ ବାହାରକୁ ଆସି ପାରିବେ ବୋଲି ଆଶା କରାଯାଉଛି।

Advertisement