Thursday, August 20, 2026
ADVERTISEMENT
Home ଜାତୀୟ ଉତ୍ତରାଖଣ୍ଡ ଉତ୍ତରକାଶୀର ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ତା’ମଧ୍ୟରେ ୩୬ ଜଣ ଫସି...

ଉତ୍ତରାଖଣ୍ଡ ଉତ୍ତରକାଶୀର ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ତା’ମଧ୍ୟରେ ୩୬ ଜଣ ଫସି ରହିଥିବା ଆଶଙ୍କା ।

123
ADVERTISEMENT

ନୂଆଦିଲ୍ଲୀ,୧୩/୧୧(ଡି.ଏଚ ବ୍ୟୁରୋ):-ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲ୍କ୍ୟାରାରୁ ଦାଣ୍ଡଲଗାଓଁ ପର୍ଯ୍ୟନ୍ତ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ତା’ମଧ୍ୟରେ ୩୬ ଜଣ ଫସି ରହିଥିବା ଆଶଙ୍କା । ସ୍ଥାନୀୟ ଏନଡିଆରଏଫ୍ ଓ ଏସଡିଆରଏଫର ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ଥିବାବେଳେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇ ନଥିବା ସୂଚନା।

Advertisement